ଭୁଲରେ ବି ଏହି ରାଶିର ବ୍ୟକ୍ତି ସୁନା ପିନ୍ଧନ୍ତୁ ନାହିଁ

ଭୁଲରେ ବି ଏହି ରାଶିର ବ୍ୟକ୍ତି ସୁନା ପିନ୍ଧନ୍ତୁ ନାହିଁ



ଆମ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆମେ କେଉଁ ଧାତୁ ଧାରଣ କରିବା ବା କେଉଁ ଧାତୁ ଧାରଣ ନକରିବା କଥା କୁହାଯାଇଛି । ଯଦି ଆପଣ ଏହାକୁ ନ ମାନି କିଛି ଏମିତି ଜିନିଷ ପିନ୍ଧୁଛନ୍ତି ତେବେ ଆପଣଙ୍କ ସହ କିଛି ନା କିଛି ଅଘଟଣ ନିଶ୍ଚୟ ହୋଇଥାଏ । କିନ୍ତୁ ଆପଣ ଜାଣିପାରନ୍ତି ନାହିଁ କି ଆପଣଙ୍କ ସହ ଏହି ସବୁ ଅଘଟଣ କାହିଁକି ହେଉଛି । ଏହା ପଛରେ ଅନେକ କାରଣ ଥାଇ ପାରେ କିନ୍ତୁ ଗୋଟେ କାରଣ ଏହା ହେଉଛି କି ବାସ୍ତୁ ଆପଣ ଧାରଣ କରୁଥିବା ଧାତୁ ଜିନିଷ |

କିନ୍ତୁ ବହୁତ କମ ଲୋକ ଏହି କଥାକୁ ଜାଣିଥାନ୍ତି ଯେ ସୁନାର ସମ୍ବନ୍ଧ ଗ୍ରହ ମାନଙ୍କ ସହ ରହିଥାଏ, ଯାହା ପାଇଁ କିଛି ରାଶିର ଲୋକଙ୍କୁ ସୁନା ପିନ୍ଧିବା ଖରାପ ହୋଇଥାଏ ଓ କିଛି ରାଶିର ଲୋକଙ୍କୁ ସୁନା ପିନ୍ଧିବା ଭଲ ବା ଶୁଭ ହୋଇଥାଏ | ଜ୍ୟୋତିଷ ଅନୁସାରେ ସୁନା ସୂର୍ଯ୍ୟ ଗ୍ରହଙ୍କ ସହ ସମ୍ବନ୍ଧ ରଖିଥାଏ | ଏଥିପାଇଁ ଯେଉଁ ରାଶିର ଲୋକଙ୍କୁ ସୁନାର ଅଳଙ୍କାର ପିନ୍ଧିବା ଉଚିତ ନୁହେଁ ଜାଣନ୍ତୁ |

ରାଶି ଅନୁଯାୟୀ ସୁନା ଧାରଣ :-

  • ଆପଣଙ୍କ ରାଶି ମେଷ, କର୍କଟ, ସିଂହ ଓ ଧନୁ ହୋଇଥିଲେ ସୁନା ଧାରଣ କରିବା ସର୍ବୋତ୍ତମ ହୋଇଥାଏ ବା ସୁନା ପିନ୍ଧିବା ଶୁଭ ହୋଇଥାଏ ।
  • ବୃଷ, ମିଥୁନ, କନ୍ଯା ଓ କୁମ୍ଭ ରାଶିର ଲୋକଙ୍କ ପାଇଁ ସୁନା ପିନ୍ଧିବା ଅଶୁଭ ହୋଇଥାଏ ବା ସୁନା ଧାରଣ କରିବା ଭଲ ନୁହେଁ। 
  • ତୁଳା ଓ ମକର ରାଶିର ବ୍ୟକ୍ତି ସୁନା କମ ଧାରଣ କରିବା ଉଚିତ ବା ସୁନା କମ ପିନ୍ଧିବା ଜରୁରୀ।
  • ବିଛା ଓ ମୀନ ରାଶିର ବ୍ୟକ୍ତି ସୁନା ଧାରଣ କରିବା ଦ୍ବାରା ମଧ୍ୟମ ଧରଣର ଫଳ ପ୍ରାପ୍ତି ହୋଇଥାଏ ଅର୍ଥାତ  ସୁନା ପିନ୍ଧିଲେ ତାଙ୍କ ପାଇଁ କେବେ କୌଣସି ଅସୁବିଧା ହୋଇନଥାଏ | କିନ୍ତୁ ସୁନା ମୁଦି ପିନ୍ଧିବା ଉଚିତ ନୁହେଁ |


ତେବେ ଅନ୍ୟ ଧାତୁ ଭଳି ସୁନା ମଧ୍ୟ ଏକ ଧାତୁ । ଯେମତି ବାକି ସବୁ ଧାତୁ କୌଣସି ନା କୌଣସି ଗ୍ରହ ସହ ଜଡିତ ସେମିତି ସୁନା ମଧ୍ୟ ଗ୍ରହ ସହ ଜଡିତ । ଏବଂ ସେହି ସବୁ ରାଶି ଯାହାର କିଛି ଗ୍ରହ ଦଶା ଅଛି ବା ଯେଉଁ ଗ୍ରହ ଏହି ଧାତୁ ସହ ଜଡିତ ଯଦି ସେହି ଗ୍ରହ ଆପଣଙ୍କର କ୍ଷତି କାରକ ଅଟନ୍ତି ତେବେ ଆପଣଙ୍କୁ ସୁନା ମୁଦି ଠାରୁ ଦୂରେଇ ରହିବା ଦରକାର ।

ଆସନ୍ତୁ ଜାଣିବା ସେହି ରାଶିର ଲୋକଙ୍କ ବିଷୟରେ :-

ବୃଷ ରାଶି :-

ରବି ଗ୍ରହ ଆପଣଙ୍କ ପାଇଁ ଅଶୁଭ ଅଟନ୍ତି । ଯେହେତୁ ସୁନା ରବିଙ୍କ ସହ ଜଡିତ ସେଥିପାଇଁ ସୁନା ମୁଦି ପିନ୍ଧବା ଦ୍ୱାରା ଆପଣଙ୍କ କୌଣସି କାମ ସଫଳ ହୋଇନଥାଏ । ସୁନା ମୁଦି ପିନ୍ଧବା ଦ୍ୱାରା ବୃଷ ରାଶିର ବ୍ୟକ୍ତି ବିଶେଷଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ । ତେଣୁ ଯଥା ସମ୍ଭବ ଏଥିରୁ ଆପଣ ଦୂରେଇ ରୁହନ୍ତୁ ।

କର୍କଟ ରାଶି :-

ଜ୍ୟୋତିଷଙ୍କ ଅନୁସାରେ କର୍କଟ ରାଶିର ଲୋକ ଅନ୍ୟ କୌଣସି ବି ଧାତୁର ମୁଦି ପିନ୍ଧି ପାରିବେ କିନ୍ତୁ ସୁନା ମୁଦି ପିନ୍ଧିବା ଜମାରୁ ଭଲ ନୁହେଁ | କିନ୍ତୁ ସୁନା ପିନ୍ଧିବା ହେତୁ ଏମାନଙ୍କୁ ବହୁତ କଷ୍ଟ ଭୋଗିବାକୁ ପଡେ | ତେଣୁ ଏହି କଥାକୁ ଧ୍ୟାନରେ ରଖିଥିବେ | ସୁନା ପିନ୍ଧିବା ଦ୍ବାରା ଆପଣଙ୍କ ଜୀବନରେ ଅସୁବିଧା ବଢିପାରେ । ତେବେ ଏମାନେ ମଧ୍ୟ ଏହି ଧାତୁ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ ।

ବିଛା ରାଶି :-

ଏହି ରାଶିର ଲୋକମାନଙ୍କୁ ସୁନାଠାରୁ ଦୁରେଇ ରହିବ ଉଚିତ | ଆପଣଙ୍କ ରାଶି ଓ ସୂର୍ଯ୍ୟ ଦୁହେଁ ପରସ୍ପର ଶତ୍ରୁ ଅଟନ୍ତି । ଯାହାପାଇଁ ସୁନା ପିନ୍ଧିବାଟା ଆପଣଙ୍କ ପାଇଁ ଅସୁବିଧାର କାରଣ ହୋଇପାରେ | ସୁନାର ମୁଦି ପିନ୍ଧିବା ଦ୍ବାରା ଆପଣ ସବୁ କ୍ଷେତ୍ରରେ ଅସଫଳ ହୋଇପାରନ୍ତି ।

ମୀନ ରାଶି :-

ମୀନ ରାଶିର ଅଧିପତି ଗ୍ରହ ହେଉଛନ୍ତି ରବିଙ୍କର ଶତ୍ରୁ ଗ୍ରହ । ଏହି ରାଶିର ଲୋକଙ୍କ ପାଇଁ ସୁନା ଧାରଣ କରିବା ଶୁଭ ହୋଇନଥାଏ | ଜ୍ୟୋତିଷଙ୍କ ଅନୁସାରେ ମାନାଯାଏ କି ମୀନ ରାଶି ଓ ସୂର୍ଯ୍ୟ ଗ୍ରହ ପରସ୍ପର ଶତୃ ପରି ହୋଇଥାନ୍ତି । ତେଣୁ ଯଦି ମୀନ ରାଶିର ବ୍ୟକ୍ତି ସୁନା ମୁଦି ଧାରଣ କରନ୍ତି ତେବେ ଏହା ସେମାନଙ୍କ ପାଇଁ ବହୁତ ଖରପା ଦିନ ଆଣି ଦେବ ଏବଂ ଧନହାନୀ ବି ହୋଇପାରେ । ତେଣୁ ଏମାନେ ସୁନା ଠାରୁ ଯେତେ ଦୂରରେ ରହିବେ ସେତେ ଏମାନଙ୍କ ପାଇଁ ଭଲ ।

ଆଶା କରୁଛୁ ଏହି ଆର୍ଟିକିଲ୍‌ଟିରେ ଥିବା ସୁନା ସମ୍ଭନ୍ଧିତ ସୁଚନାଟି ସମସ୍ତଙ୍କ ପାଇଁ ଦରକାରୀ । ସୁଚନାଟି ଭଲ ଲାଗିଲେ Like ଓ Share କରିବାକୁ ଭୁଲିବେ ନାହିଁ | ଯଦି ଆପଣଙ୍କୁ ଆମର ଏହି ଆଟିକିଲ୍‌ ଟି ପସନ୍ଦ ଆସିଥାଏ ତେବେ ନିଜ ମତାମତ Comment କରି ନିଶ୍ଚୟ ଜଣାନ୍ତୁ 

ଦୟାକରି ନୂଆଁ ନୂଆଁ ବିଷୟରେ ଜାଣିବା ପାଇଁ ଆମ ପୋଷ୍ଟକୁ ନିଶ୍ଚୟ ଆରମ୍ଭ ଠୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ |

ଧନ୍ୟବାଦ

Post a Comment

0 Comments